ହାତକୁ ହାତ Hātaku hāta

  • ଦେ. କ୍ରି. ବିଣ — ଏକ ହାତରୁ ଅନ୍ଯ ହାତକୁ (ହସ୍ତାନ୍ତରିତ) — (transferred) From hand to hand
  • ଦେ. କ୍ରି. ବିଣ — ଦସ୍ତବଦସ୍ତ; ନଗଦ — In cash
  • ଦେ. କ୍ରି. ବିଣ — ତତ୍କ୍ଷଣାତ୍ — Immediately; at once