ହାତକା ବୁରା, ହାତକୁ ବୁରା Hātak(ā)u burā

  • ଦେ. ବିଣ. ପୁ — ଅକାମିକା (ଲୋକ); ଅକର୍ମଠ (ହାତକା(କୁ) ବୁଡୀ(ରୀ) ସ୍ତ୍ରୀ) — A good-for-nothing person
  • ଦେ. ବିଣ. ପୁ — କୋଢ଼ିଆ ବା ଅଳସୁଆ (ବ୍ଯକ୍ତି) — Idle; loafing (person)