ହାତକ ଦିହାତ କରିବା Hātaka dihāta karibā
- ଦେ. କ୍ରି — କୌଣସି ପଦାର୍ଥକୁ ହସ୍ତାନ୍ତରିତ କରିବା — To transfer a thing from one person to another
- ଦେ. କ୍ରି — (ବିବାହ ବେଳେ ବରର ଡାହାଣ ହାତ ଓ କନ୍ୟାର ଡାହାଣ ହାତ ଏକତ୍ର କରାଯାଇ ଗଣ୍ଠି ପଡ଼ୁଥିବାରୁ)— କୌଣସି ବ୍ଯକ୍ତିକୁ ବିବାହିତ କରାଇବା — To cause a person to get married
- ଦେ. କ୍ରି — [ଦ୍ର—ବିବାହିତ ହେବାକୁ କ୍ଷମ କରାଇବା ଅର୍ଥରେ ଦୁଇ ହାତକୁ ଚାରିହାତ କରାଇବା ମଧ୍ୟ ବୋଲାଯାଏ।]