ହାତ ହେବା Hāta hebā

  • ଦେ. କ୍ରି — କର୍ତ୍ତୃତ୍ୱାଧୀନ ହେବା — To come under the control of a person
  • ଦେ. କ୍ରି — (ସାକ୍ଷୀଆଦି) ବିପକ୍ଷ ପକ୍ଷର ଅକ୍ତିଆର ହେବା — (a witness)To be gained over or suborned by the opposite side
  • ଦେ. କ୍ରି — ହସ୍ତଗତ ହେବା — To come to one's hands
  • ଦେ. କ୍ରି — ଅଧିକାରଭୁକ୍ତ ହେବା — To come under one's possession