ହାତ ହଲାଇବା Hāta halāibā

  • ଦେ. କ୍ରି — ହସ୍ତକୁ ଅସମ୍ମତି ବା ନିଷେଧ— ସୂଚକ ଇତସ୍ତତଃ ସଞ୍ଚାଳନ କରିବା — To wave the hand in token of denying or refusing
  • ଦେ. କ୍ରି — ଚାଲିବା— ବେଳେ ହାତକୁ ଉଭୟ ପାଖରେ ତଳକୁ ଲମ୍ବାଇ ଇତସ୍ତତଃ ଚାଳିତ କରିବା — To swing one's hanging hands while walking
  • ଦେ. କ୍ରି — [ଦ୍ର— ଏପରି କରିବା ଗର୍ବ ପ୍ରକାଶର ଲକ୍ଷଣ]
  • ଦେ. କ୍ରି — ଅସ୍ଫାଳନ— ପୂର୍ବକ କଥା କହିଲାବେଳେ ହସ୍ତକୁ ଇତସ୍ତତଃ ନାନା ପ୍ରକାରେ ସଞ୍ଚାଳନ କରିବା — To wave one's hands in various modes while vigorously speaking something
  • ଦେ. କ୍ରି — [ଦ୍ର—ଏହା କ୍ରୋଧ, ଅସ୍ଫାଳନ, ଗର୍ବ ବା ରସିକତାର ଚିହ୍ନ।]
  • ଦେ. କ୍ରି — ଭିନ୍ନ ଭିନ୍ନ ଠାର ଦ୍ୱାରା ଭାବ ପ୍ରକାଶ କରିବା ପାଇଁ ହାତ ଚଳାଇବା — To wave the hands as manual signs