ହାତ ହତ୍ୟାର Hāta hatyāra

  • ଦେ. ବି—(ସଂ. ହସ୍ତ ଓ ହେତି=ଶସ୍ତ୍ର) — ହାତଦ୍ୱାରା ବ୍ଯବହୃତ ଅସ୍ତ୍ର— ଶସ୍ତ୍ର — Weapons used by the hand
  • ଦେ. ବି—(ସଂ. ହସ୍ତ ଓ ହେତି=ଶସ୍ତ୍ର) — [ଉ—ଘେନି ନିଜ ହାତ ହତିଆର, ମିଳିବ ସକଳେ ଯାଇ କିଲ୍ଲା ପଡ଼ିଆରେ। ଭିକାରୀ—କଟକ ବିଜୟ ନାଟକ।]
  • ଦେ. ବି—(ସଂ. ହସ୍ତ ଓ ହେତି=ଶସ୍ତ୍ର) — ଶିଳ୍ପୀର ପ୍ରୟୋଜନୀୟ ଯନ୍ତ୍ରାଦି — The instruments or implements of an artisan