ହାତ ସିଲାଇ Hāta silāi

  • ଦେ. ବି — (ସିଲେଇ କଳଦ୍ୱାରା ସିଲେଇ ନ କରି ହାତଦ୍ୱାରା ସେଇଁବା ବା ସିଲେଇ କରିବା — Hand sewing; sewing by the hand
  • ବିଣ — ହାତଦ୍ୱାରା ସିଆଁ ହୋଇଥିବା — Hand-sewn