ହାତ ସାଧନ କରିବା Hāta sādhana karibā

  • ଦେ. କ୍ରି (ସଂ. ହସ୍ତ+ସାଧନ) — କୌଣସି ହସ୍ତ— କରଣୀୟ କାର୍ଯ୍ୟରେ କୃତିତ୍ୱ ଲାଭ କରିବା ପାଇଁ ବାରଂବାର ଉକ୍ତ କର୍ମକୁ ଅଭ୍ୟାସ କରିବା — To repeatedly exercise the hand to earn proficiency in a handiwork