ହାତ ସଫେଇ Hāta saphei
- ଦେ. ବି (ସଂ. ହସ୍ତ+ଫା ସଫାଈ) — ସିଦ୍ଧହସ୍ତତା; — Skilfulness; dexterity
- ଦେ. ବି (ସଂ. ହସ୍ତ+ଫା ସଫାଈ) — ସୂକ୍ଷ୍ମ କାରୁକାର୍ଯ୍ୟ — Very fine work of art
- ଦେ. ବି (ସଂ. ହସ୍ତ+ଫା ସଫାଈ) — (ବ୍ୟଙ୍ଗ୍ୟ)— ଧୂର୍ତ୍ତତା — (ironical) Cunning; craftiness
- ଦେ. ବିଣ — ସିଦ୍ଧହସ୍ତ [ବ୍ଯକ୍ତି] — Dexterous; skilful in hand work
- ଦେ. ବିଣ — (ବ୍ୟଙ୍ଗାର୍ଥ)—ଧୂର୍ତ୍ତ — Shrewd; crafty