ହାତ ଶଙ୍ଖା Hāta ṡaṅkhā

  • ଦେ. ବି — (ସ୍ତ୍ରୀଲୋକଙ୍କର) ହାତରେ ପିନ୍ଧାଯିବା ଶଙ୍ଖା — Conch-shell bracelets worn on the wrists (by females)
  • ଦେ. ବି — [ଦ୍ର—ହାତ ଶଙ୍ଖା ଦରପଣଯାଏ ବା ହାତ ଶଙ୍ଖା ଦରପଣ ଯାଏ କିଆଁ?—ପ୍ରବଚନ— ଯେଉଁ ସ୍ତ୍ରୀଲୋକ ନିଜ ହାତରେ ଦର୍ପଣଖଣ୍ଡଗଣ— ଖଚିତ ଶଙ୍ଖା ପିନ୍ଧିଥାଆନ୍ତି, ସେ ସେହି ଶଙ୍ଖାରେ ଥିବା ଦର୍ପଣକୁ ଚାହିଁଲେ ନିଜର ମୁହଁ ଦେଖିପାରନ୍ତି; ଏପରି ସ୍ଥଳରେ ତାଙ୍କ ମୁହଁ ଦେଖିବା ପାଇଁ ତାଙ୍କର ଅନ୍ଯ ଦର୍ପଣ ଲୋଡ଼ା ହୁଏ ନାହିଁ; କୌଣସି ବିଷୟ ଜାଣିବାର ଉପାୟ ନିଜ ପାଖରେ ବିଦ୍ଯମାନ ଥାଉ ଥାଉ ଉକ୍ତ ବ୍ଯକ୍ତିଙ୍କୁ ଉପାୟାନ୍ତର ଲୋଡ଼ିବା ଆବଶ୍ୟକ ହୁଏ ନାହିଁ। ଏପରି ସ୍ଥଳରେ ଏହି ପ୍ରବଚନ ଲାଗେ।]