ହାତ ଲୁଡ଼ୁବୁଡ଼ିଆ Hāta luṟḍ̠ubuṟḍ̠iā

  • ଦେ. ବିଣ — ଛିଟିକା ଚୋରି ସମ୍ବନ୍ଧୀୟ (ପ୍ରକୃତି) — Stealing; thievish
  • ଦେ. ବିଣ — [ଯଥା—ହାତ ନଡ଼ବଡ଼ିଆ ଖୋଇ]
  • ଦେ. ବିଣ — ପୁଂ ଚୌର୍ଯ୍ୟ ସ୍ୱଭାବ ଯୁକ୍ତ; ଛିଟିକା ଚୋରି କରିବାରେ ଅଭ୍ୟସ୍ତ — Thievish; naturally inclined to stealing
  • ଦେ. ବିଣ — [ଯଥା—ହାତ ଲଡ଼ବଡ଼ିଆ ଲୋକ।]