ହାତ ରେଖା Hāta rekhā
- ଦେ. ବି (ସଂ. ହସ୍ତରେଖା) — ଜନ୍ମରୁ ସନ୍ନିବିଷ୍ଟ କରତଳରେ ଦୃଷ୍ଟ ରେଖାମାନ; କରରେଖା — The lines on the palm of the hand (which are taken into consideration by palmists)
- ଦେ. ବି (ସଂ. ହସ୍ତରେଖା) — [ଦ୍ର—ଏହ ସବୁ ରେଖାଦ୍ୱାରା ସାମୁଦ୍ରିକ ଶାସ୍ତ୍ରମତରେ ମନୁଷ୍ୟର ଶୁଭାଶୁଭାଦିର ଗଣନା କରାଯାଏ]