ହାତ ରନ୍ଧା Hāta randhā
- ଦେ. ବି. (ସଂ. ହସ୍ତ ଓ ରନ୍ଧନ) — ସ୍ୱହସ୍ତ ଦ୍ୱାରା ନିଜର ଖାଦ୍ୟ ଦ୍ରବ୍ୟର ପାକ — Cooking of one's meal by one's self; cooking for one's self
- ଦେ. ବି. (ସଂ. ହସ୍ତ ଓ ରନ୍ଧନ) — କୌଣସି ବ୍ଯକ୍ତିଙ୍କ ହସ୍ତ ଦ୍ୱାରା କୃତ ପାକ — Cooking done by a particular person
- ଦେ. ବି. (ସଂ. ହସ୍ତ ଓ ରନ୍ଧନ) — (ଯଥା—ଆଜି ବଡ଼— ବୋହୂଙ୍କ ହାତରନ୍ଧାର ପାଳି ପଡ଼ିଛି।)
- ଦେ. ବି. (ସଂ. ହସ୍ତ ଓ ରନ୍ଧନ) — କୌଣସି ବ୍ଯକ୍ତିଙ୍କ ହସ୍ତଦ୍ୱାରା ପାକ କରା ଯାଇଥିବା ଖାଦ୍ୟ — Food cooked by a particular person
- ଦେ. ବି. (ସଂ. ହସ୍ତ ଓ ରନ୍ଧନ) — (ଯଥା— ସାଆନ୍ତାଣୀଙ୍କ ହାତରନ୍ଧା ନ ଖାଇଲା ଦିନ ମୋ ପେଟ ପୂରେ ନାହିଁ)
- ଦେ. ବିଣ — କୌଣସି ବ୍ଯକ୍ତିଙ୍କ ଦ୍ୱାରା ପକ୍ୱ (ଖାଦ୍ୟ) — (food) Cooked by a particular person