ହାତ ମୁଦି Hāta mudi

  • ଦେ. ବି—(ସଂ. ହସ୍ତ ଓ ମୁଦ୍ରିକା) — ହାତର ଆଙ୍ଗୁଠିରେ ପିନ୍ଧାଯିବା ମୁଦ୍ରିକା — Ring for a finger of the hand
  • ଦେ. ବି—(ସଂ. ହସ୍ତ ଓ ମୁଦ୍ରିକା) — [ଦ୍ର—ହାତମୁଦିରେ ବସିଥିବା ପଥର ବା ଧାତୁ ଅନୁସାରେ (ଯଥା—ରତ୍ନମୁଦି, ହୀରାମୁଦି, ନୀଳାମୁଦି, ଅଧୁଲି ମୁଦି ଇତ୍ୟାଦି), ମୁଦିର ବ୍ଯବହାର ଅନୁସାରେ (ଯଥା—ବଛାମୁଦି, ସିଲ୍ମୁଦି; ଛାପାମୁଦି), ମୁଦିର ଉପକରଣ ଅନୁସାରେ (ରୂପାମୁଦି, ସୁନାମୁଦି, ଗଣ୍ଡାମୁଦି, କାଚକଡ଼ା ମୁଦି) ଓ ମୁଦିର ପ୍ରକାର ଓ ଆକାର ଅନୁସାରେ (ଝୁମ୍ପିମୁଦି, ସାପମୁଦି), ମୁଦିମାନଙ୍କର ଭିନ୍ନ ଭିନ୍ନ ନାମକରଣ ହୁଏ।]