ହାତ ମାରିବା

  • ଦେ. କ୍ରି — କୌଣସି ପଦାର୍ଥକୁ ଛୁଇଁ ଦେବା ବା ତା ଉପରେ ଥିରି କରି ହାତ ଚଳାଇବା; 2 । କୌଣସି ପଦାର୍ଥକୁ କୌଶଳରେ ଘେନି ଆସିବା ବା କରାୟତ୍ତ କରିବା; — କୌଣସି ପଦାର୍ଥକୁ ଛୁଇଁ ଦେବା ବା ତା ଉପରେ ଥିରି କରି ହାତ ଚଳାଇବା;2 କୌଣସି ପଦାର୍ଥକୁ କୌଶଳରେ ଘେନି ଆସିବା ବା କରାୟତ୍ତ କରିବା;
  • ଦେ. କ୍ରି — ଢିଙ୍କିଭରାଣ୍ଡିରେ ଥିବା ଧାନ ଚାଉଳ ଆଦି କୁଟାଯିବା ବେଳେ ତାକୁ ଢିଙ୍କିର ମୂଷଳ ମୁହଁକୁ ପେଲି ଦେବା; 4 । ଅଣ୍ଡାଳିବା; 5 । (ଅଶ୍ଳୀଳାର୍ଥକ) ପରସ୍ତ୍ରୀ ରମଣ କରିବା; ଅବୈଧ ପ୍ରଣୟ କରିବା। — ଢିଙ୍କିଭରାଣ୍ଡିରେ ଥିବା ଧାନ ଚାଉଳ ଆଦି କୁଟାଯିବା ବେଳେ ତାକୁ ଢିଙ୍କିର ମୂଷଳ ମୁହଁକୁ ପେଲି ଦେବା;4 ଅଣ୍ଡାଳିବା;5 (ଅଶ୍ଳୀଳାର୍ଥକ) ପରସ୍ତ୍ରୀ ରମଣ କରିବା; ଅବୈଧ ପ୍ରଣୟ କରିବା