ହାତ ଭାଙ୍ଗି ହେବା Hāta bhāṅgi hebā

  • ଦେ. କ୍ରି — (ଲକ୍ଷଣାର୍ଥ) ଆନନ୍ଦରେ ଉତ୍ଫୁଲ୍ଲ ହେବା — To feel overjoyed; to be overwhelmed with joy
  • ଦେ. କ୍ରି — (ଉ—ବଧୂ ସଧେ ହାତ ଭାଙ୍ଗି ହେଉଛନ୍ତି ଯଶୋଦା ତୋତେ ବିଲୋକି—ଗୋପାଳକୃଷ୍ଣ, ନବାନୁରାଗ।)
  • ଦେ. କ୍ରି — ଅତି ଆଗ୍ରହ ସହିତରେ କାମନା କରିବା; ଲାଳାୟିତ ହେବା — To hanker after