ହାତ ଭଣ୍ଡା Hāta bhaṇḍā

  • ଦେ. ବି — କହୁଣିଠାରୁ କଚଟି ପର୍ଯ୍ୟନ୍ତ ହାତର ମାଂସଳ ଅଂଶ (ଯାହା ଆକାରରେ କଦଳୀ— ଭଣ୍ଡା ପରି ଦେଖାଯାଏ) — The calf of the hand