ହାତ ବଢ଼େଇବା Hāta baṟḍ̠ẖeibā

  • ଦେ. କ୍ରି — ଉଚ୍ଚହୋଇଥିବା ଦ୍ରବ୍ୟକୁ ଧରିବା ପାଇଁ ହାତକୁ ଊର୍ଦ୍ଧ୍ୱକୁ ଟେକିବା — To raise one's hand to catch a thing on high
  • ଦେ. କ୍ରି — [ଦ୍ର—ବାମନ ହୋଇ ଚନ୍ଦ୍ରଙ୍କୁ ହାତ ବଢ଼ାଇବା—ନ୍ଯାୟ। ଅସାଧ୍ୟ କାର୍ଯ୍ୟ କରିବାକୁ ଆଶା କରିବା ରୂପ ଦୁରାଶା କରିବା ସ୍ଥଳରେ ଏହି ନ୍ଯାୟର ଉଦାହରଣ ଦିଆଯାଏ।]