ହାତ ବୁଣା Hāta buṇā

  • ଦେ. ବି — ଲୁଗାକୁ ହାତ ଦ୍ୱାରା ତନ୍ତରେ ବୁଣିବା — Hand weaving of a cloth
  • ଦେ. ବି — ମୋଜାକୁ ହାତରେ ବୁଣିବା — The knitting of stockings by the hand
  • ବିଣ — ହସ୍ତଦ୍ୱାରା ବୟନ କରା ଯାଇଥିବା — Hand woven; hand knit