ହାତ ବାର୍ସୀ Hāta bārsī
- ଦେ. ବି — ବଢ଼େଇ ସର୍ବଦା ନିଜ ପାଖରେ ଆପଣାର ମନୋମତ ଯେଉ ବାରସୀଖଣ୍ଡି ରଖିଥାଏ — A small adze which suits a carpenter and of which he is fond and which he always carries with him; a carpenter's favourite adze
- ଦେ. ବି — (ଲକ୍ଷଣାର୍ଥ) ସାହାଯ୍ୟକାରୀ ବ୍ଯକ୍ତି; ଯେଉଁ ବ୍ଯକ୍ତି ଦ୍ୱାରା କୌଣସି ବ୍ଯକ୍ତି ଆପଣାର କାର୍ଯ୍ୟ ସାଧନ କରାଇ ନିଅନ୍ତି — (figurative) One's helper; a person whom a person uses as a tool for getting his works done
- ବିଣ — କୌଣସି ବ୍ଯକ୍ତିଙ୍କର ପ୍ରତ୍ୟକ୍ଷ ସାହାଯ୍ୟକାରୀ — Renderer of direct help to a person