ହାତ ବାକ୍ସ Hāta bāksa
- ଦେ. ବି — ହସ୍ତ ବାକ୍ସ, ଯେଉଁ ବାକସକୁ ହାତରେ ଓହଳାଇ ସବୁବେଳେ ନେଆଣ କରାଯାଇ ପାରେ — Hand-box; a box which can be carried by one's hand
- ଦେ. ବି — [ଦ୍ର—ଏଥିର ଉପର ଡାଲାର ମଝିରେ ହାତସା ଲାଗିଥାଏ]
- ଦେ. ବି — ଯେଉଁ ବାକସ ସବୁ ବେଳେ ବଡ଼ଲୋକମାନଙ୍କ ପାଖରେ ଥାଏ ଓ ଯହିଁରେ ଚଳନ୍ତି ତହବିଲ ଓ ନିତ୍ୟ ପ୍ରୟୋଜନୀୟ କାଗଜପତ୍ରାଦି ରହେ — Cash box for daily use