ହାତ ବଳେଇବା Hāta baḻeibā
- ଦେ. କ୍ରି — ସିଦ୍ଧହସ୍ତ ହେବା ପୂର୍ବରୁ (ଶିଳ୍ପୀ) ଚିତ୍ର ଆଙ୍କିବା ବା ମୂର୍ତ୍ତି ଆଦି ଗଢ଼ିବାରେ ହାତକୁ ଦୋରସ୍ତ କରିବା ବା ଅଭ୍ୟାସ କରିବା; ହାତ ସାଧିବା — To practise by making works of art before one becomes a skilled artist; to exercise the hands to earn proficiency
- ଦେ. କ୍ରି — ଅନ୍ୟକୁ ମାଡ଼ ମାରିବାପାଇଁ ହସ୍ତକୁ ପ୍ରସାରିତ କରିବା; ହାତ ଉଞ୍ଚାଇବା — To raise one's hand to strike a person
- ଦେ. କ୍ରି — ଅନ୍ୟକୁ ମାଡ଼ ମାରିବା — To strike another