ହାତ ବଳିବା Hāta baḻibā

  • ଦେ. କ୍ରି — ଶିଳ୍ପ କାର୍ଯ୍ୟରେ ସିଦ୍ଧହସ୍ତ ହେବାପାଇ ଅଭ୍ୟାସ କରିବା — To practise exercise on art
  • ବି — ଶିଳ୍ପୀର ପ୍ରଥମ ଅଭ୍ୟାସ — Excers on art
  • ବି — ହାତଯିବା (ଦେଖ) — Hāta j̄ibā (See)
  • ବି — (ଯଥା—ପିଲାଟିକୁ ମାରିବାକୁ ମୋ ହାତ ବଳିଲା ନାହିଁ)