ହାତ ପୋଛ୍ Hāta pochh

  • ଦେ. ବି — ଅର୍ଥଶୂନ୍ଯ ହସ୍ତ; ରିକ୍ତ ହସ୍ତତା — penniless condition
  • ଦେ. ବି — ହାତରେଥିବା ଧନ ସମସ୍ତ ବ୍ଯୟିତ ହେବା ଅବସ୍ଥା — The condition of a person having spent the last pie he had got
  • ଦେ. ବିଣ — ଅର୍ଥଶୂନ୍ଯ (ବ୍ଯକ୍ତି) — Penniless (person)
  • ଦେ. ବିଣ — ଅର୍ଥଶୂନ୍ଯ (ଅବସ୍ଥା) — Penniless (condition)