ହାତ ପୁରେଇବା Hāta pureibā
- ଦେ. କ୍ରି — କୌଣସି ଛିଦ୍ର ବା ପାତ୍ର ମଧ୍ୟରେ ହାତକୁ ପ୍ରବିଷ୍ଟ କରାଇବା — To thrust one's hands into a hole or a pot
- ଦେ. କ୍ରି — (ଉ— ବେଇଲେ ବେ, ନଇଲେ ହାତପୂରେଇ ବ୍ୟାଇବି—ଢଗ।]
- ଦେ. କ୍ରି — କୌଣସି କାର୍ଯ୍ୟକୁ, ନିଜ ହାତରେ ନେବା — To undertake any work
- ଦେ. କ୍ରି — କାର୍ଯ୍ୟ ଆରମ୍ଭ କରିବା — To begin a work
- ଦେ. କ୍ରି — କୌଣସି କାର୍ଯ୍ୟରେ ଅଯଥା ହସ୍ତକ୍ଷେପ କରିବା — To meddle with any work