ହାତ ପୁରାଇ ବିଆଇବା Hāta purāi biāibā
- ଦେ. କ୍ରି — ପ୍ରସବ କରି ପାରୁ ନ ଥିବା ପ୍ରସୂତିର ପ୍ରସବ ଦ୍ୱାର ବାଟେ (ଧାୟୀ)ହସ୍ତ ପ୍ରବେଶ କରି ଗର୍ଭସ୍ଥ ଶିଶୁକୁ ବାହାର କରି ଆଣିବା — To bring out the baby from the womb of a woman who is in labour pain and who has not strength enough to eject the contents