ହାତ ପହଞ୍ଚ Hāta pahan̄cha

  • ଦେ. ବିଣ — ହାତ ପାଇବା ସ୍ଥାନରେ ଅବସ୍ଥିତ — Situated within the reach of one's hands
  • ଦେ. ବିଣ — ହାତ ପଇଠ ହୋଇଥିବା; ହସ୍ତଗତ ହୋଇଥିବା — Brought under one's control or possession
  • ବି — ହାତ ପାଇବା ସ୍ଥାନରେ ଅବସ୍ଥିତ — The state of a thing being within the reach of one's hands