ହାତ ପଦ୍ମ Hāta padma

  • ଦେ. ବି — କରପୃଷ୍ଠରେ ପିନ୍ଧାଯିବା ପ୍ରଷ୍ପୁଟିତ ପଦ୍ମାକାରବିଶିଷ୍ଟ ଅଳଙ୍କାର — An ornament (shaped like a full blown lotus) Worn on the back of the palm
  • ଦେ. ବି — [ଦ୍ର—ଏହା ଗୋଟିଏ ଗୋଲାକାର ଧାତୁ ଖଣ୍ଡ ଓ ଏହା ଏକଦିଗରେ ଆଙ୍ଗୁଠିମାନଙ୍କ ସଙ୍ଗେ ଓ ଅନ୍ଯ ଦିଗରେ ମଣିବନ୍ଧ ସଙ୍ଗେ ଶିକୁଳି ଦ୍ୱାରା ସଂଯୁକ୍ତ ହୋଇଥାଏ।