ହାତ ପତ୍ର Hāta patra

  • ଦେ. ବି — ଛାଡ଼ପତ୍ର; ବିବାହ ବନ୍ଧନ ଛେଦନ କରିବା ଉପଲକ୍ଷରେ ସ୍ତ୍ରୀଙ୍କ ଉପରେ ସ୍ୱାମୀଙ୍କର ଭବିଷ୍ୟତରେ କିଛି ଦାବି ନାହିଁ ବୋଲି ସ୍ୱାମୀ ସ୍ତ୍ରୀଙ୍କୁ ଯେଉଁ ଦଲିଲ ଖଣ୍ଡି ଲେଖିଦିଅନ୍ତି — Deed of divorce