ହାତ ପତେଇବା Hāta pateibā

  • ଦେ. କ୍ରି — (ଲକ୍ଷଣାର୍ଥ) କୌଣସି ବ୍ଯକ୍ତିଙ୍କୁ କୌଣସି ପଦାର୍ଥ ଅତି ଦୀନ— ଭାବରେ ମାଗିବା — (figurative) To extend one's palm to beg something of a person
  • ଦେ. କ୍ରି — (ଲକ୍ଷଣାର୍ଥ) ନେହୁରା ହେବା, ପ୍ରାର୍ଥନା କରିବା — (figurative) To supplicate
  • ଦେ. କ୍ରି — କୌଣସି ବ୍ଯକ୍ତିଙ୍କୁ କୌଣସି ବସ୍ତୁ ମାଗିବା ପାଇଁ ବା କୌଣସି ପଦାର୍ଥ ଗ୍ରହଣ କରିବାକୁ କରତଳକୁ ପ୍ରସାରିତ କରି ଦେଖାଇବା — To extend one's palm to ask for a thing or to get a thing