ହାତ ପଚେଇବା Hāta pacheibā

  • ଦେ. କ୍ରି — ହରଗଉରା ଫୁଲକୁ ବା ପତ୍ରକୁ କିମ୍ବା ମେହେନ୍ଦି ପତ୍ରକୁ ବାଟି ତାହା ହାତରେ କିଛିକ୍ଷଣ ଲେପି କରତଳ ଓ ଆଙ୍ଗୁଠି ଆଦିକୁ ରଞ୍ଜିତ କରିବା — To dye one's palms and fingers with bruised Henna and some other leaves