ହାତ ନ ପାଇବା Hāta na pāibā

  • ଦେ. ବି — କୌଣସି ବସ୍ତୁ ଅତି ଉଚ୍ଚରେ ଥିବାରୁ ସେ ସ୍ଥାନକୁ ହାତ ବଢ଼ାଇଲେ ତାହା ହସ୍ତଗତ ହୋଇ ନ ପାରିବା — Being unable to reach one's hands to a thing which is beyond the reach
  • ଦେ. ବି — (ଲକ୍ଷଣାର୍ଥ) କୌଣସି କାର୍ଯ୍ୟ କରିବାକୁ ସାହସ ନ ହେବା — (figurative) Not having the courage to do a thing