ହାତ ଦାନ Hāta dāna

  • ଦେ. ବି — କଉଡ଼ିଖେଳରେ ଖେଳାଳି କଉଡ଼ିମାନଙ୍କୁ ମୁଠାଇ ଧରି ଭୂଇଁରେ ପକାଇ ଦେଲାରୁ କଉଡ଼ିମାନଙ୍କର ଚିତ୍ ବା ପିଠି ବାଗରେ ପଡ଼ିବା ଅନୁସାରେ ଗଣା ହେବା ଦାନ — The result of a throw of cowries in a game of cowries according to the cowries falling on the ventral or the dorsal side
  • ଦେ. ବି — [ଦ୍ର—ଏକ କଉଡ଼ି ଚିତ୍ ହେଲେ=ଦଶ ବା କଶି, ଦୁଇ=ଦୁଗା, ତିନି= 3 , ଚାରି= 4 , 5 =ପଚିଶ; ଛଅ= 30 ଓ 12 ] — [ଦ୍ର—ଏକ କଉଡ଼ି ଚିତ୍ ହେଲେ=ଦଶ ବା କଶି, ଦୁଇ=ଦୁଗା, ତିନି=3, ଚାରି=4,5=ପଚିଶ; ଛଅ=30ଓ12]