ହାତ ତଳିଆ Hāta taḻiā

  • ଦେ. ବିଣ — ଆଶ୍ରିତ (ବ୍ଯକ୍ତି) — Dependant on another
  • ଦେ. ବିଣ — ଅଧୀନ ବ୍ଯକ୍ତି; ଅଧିକାରର ବଶୀଦ୍ଭୂତ ବ୍ଯକ୍ତି — Being a creature of another; being under the control of another
  • ଦେ. ବିଣ — ନିମ୍ନତର ପଦସ୍ଥ (ବ୍ଯକ୍ତି) — Subordinate to a person