ହାତ ଠାର Hāta ṭhāra

  • ଦେ. ବି — ହାତ ଓ ଆଙ୍ଗୁଠିମାନଙ୍କ ସଙ୍କେତ ଦ୍ୱାରା ମନର ନାନାପ୍ରକାର ଭାବ ପ୍ରକାଶ କରିବା — Manual signs used as cyphers to express thought; mode of expressing thoughts by manual signs