ହାତ ଟେକିବା Hāta ṭekibā

  • ଦେ. କ୍ରି — ନମସ୍କାର ବା ସଲାମ୍ କରିବା ନିମନ୍ତେ ବା ଏମାନ ପ୍ରତିଗ୍ରହ କରିବାପାଇଁ ହାତକୁ ଉପରକୁ ଉଠାଇବା — To raise or lift one's hands to make or accept another's obeisance
  • ଦେ. କ୍ରି — ଭୋଟ୍ ଦେଲାବେଳେ ହାତ ଉଠାଇବା — To lift up one's hands in voting
  • ଦେ. କ୍ରି — ଅନ୍ୟକୁ ଆଶୀର୍ବାଦ କରିବାପାଇଁ ହସ୍ତଉତ୍ତୋଳନ କରିବା — To raise one's hands to bless a person