ହାତ ଜୋଡ଼ିବା Hāta joṟḍ̠ibā

  • ଦେ. କ୍ରି — ଦୁଇ କରତଳକୁ ଏକତ୍ର କରି ପ୍ରାର୍ଥନା କରିବା — To pray with folded palms
  • ଦେ. କ୍ରି — କ୍ଷମା ପ୍ରାର୍ଥନା କରିବା — To solicit pardon
  • ଦେ. କ୍ରି — ନମସ୍କାର କରିବା — To make obeisance
  • ଦେ. କ୍ରି — ମିନତି କରିବା — To solicit