ହାତ ଛଡ଼ା Hāta chhaṟḍ̠ā

  • ଦେ. ବିଣ—(ସ. ହସ୍ତଚ୍ୟୁତ) — ହସ୍ତ ଚ୍ୟୁତ — Got away from one's hand
  • ଦେ. ବିଣ—(ସ. ହସ୍ତଚ୍ୟୁତ) — ଅଧିନତାରୁ ବହିର୍ଗତ — Got away or removed from one's control
  • ଦେ. ବିଣ—(ସ. ହସ୍ତଚ୍ୟୁତ) — ଅଧିକାରଚ୍ୟୁତ — Taken away from one's possession