ହାତ ଚିଠା Hāta chiṭhā
- ଦେ. ବି — ମହାଜନଙ୍କଠାରୁ ଖାତକଙ୍କର ବା ଖୁଚୁରା ବେପାରୀମାନଙ୍କର ପଣ୍ୟଦ୍ରବ୍ୟମାନ କିଣି ନେବା ସମୟରେ ପଣ୍ୟଦ୍ରବ୍ୟର ତାଲିକା, ମୂଲ୍ୟ ଓ ଦର ଏବଂ ବେପାରୀ କେତେ ଟଙ୍କା ଦେଲେ ଓ କେତେ ତାଙ୍କଠାରେ ବାକି ରହିଲା, ଏମାନ ଯେଉଁ ଚିଠା କାଗଜରେ ଲେଖା ରହେ ଓ ଯହିଁରେ ଖାତକ ଦସ୍ତଖତ କରନ୍ତି — A draft memo or note prepared during a transaction between a big merchant and a petty trader who takes commodities from the latter partly on cash and partly on credit
- ଦେ. ବି — ଟଙ୍କା ଆଦି ପାଇବାର ରସିଦ — A receipt for money or articles received
- ଦେ. ବି — ହାଣ୍ଡ୍ ନୋଟ୍ — Handnote