ହାତ ଚଳା Hāta chaḻā
- ଦେ. ବି (ସଂ. ହସ୍ତ ଚାଳନ) — ବ୍ରାହ୍ମଣମାନଙ୍କର ଅନ୍ନ— ଭୋଜନାରମ୍ଭ ପୂର୍ବରୁ ମନ୍ତ୍ରୋଚ୍ଚାରଣପୂର୍ବକ ଚଳୁ କରିବା — Sipping of a few drops of water by uttering some mantra's before beginning to eat
- ଦେ. ବି (ସଂ. ହସ୍ତ ଚାଳନ) — ଭୋଜନ ଆରମ୍ଭ — The beginning of eating
- ଦେ. ବି (ସଂ. ହସ୍ତ ଚାଳନ) — ହସ୍ତଚାଳନ; କାର୍ଯ୍ୟରେ ବା ଯୁଦ୍ଧରେ ହସ୍ତକୁ ଚାଳିତ କରିବା — The movement of the hands in work or fight