ହାତ ଘଷା Hāta ghashā

  • ଦେ. ବିଣ — ଯେଉଁ ବସ୍ତୁ ସର୍ବଦା ବ୍ଯବହୃତ ହୋଇ ଓ ହାତଦ୍ୱାରା ବହୁବାର ଘର୍ଷିତ ହୋଇ ପତଳା ବା ଘଷରା ହୋଇଥାଏ — (a thing) Worn out by constant handling
  • ଦେ. ବିଣ — (ପୁଂ)—ଯେଉଁ ଜନ୍ତୁ (ବିରାଡ଼ି, କୁକୁରଆଦି ଗୃହପାଳିତ ଜନ୍ତୁ) ସର୍ବଦା ମନୁଷ୍ୟଙ୍କ ପାଖେ ଚଳପ୍ରଚଳ ହେବାରୁ ଓ ମନୁଷ୍ୟମାନେ ସେମାନଙ୍କୁ ସର୍ବଦା ଆଉଁସିବାରୁ ମନୁଷ୍ୟକୁ ଡରନ୍ତି ନାହିଁ — (domestic animals which have) Turned quite familiar and fearless of human contact by costant mixing with men