ହାତ ଗୋଡ଼ Hāta goṟḍ̠a

  • ଦେ. ବି—(ସହଚର ଶବ୍ଦ) — ହସ୍ତ ଓ ପଦ — Hand and leg
  • ଦେ. ବି—(ସହଚର ଶବ୍ଦ) — ଦେହର ଅଙ୍ଗ ପ୍ରତ୍ୟଙ୍ଗମାନ — The various limbs of the body
  • ଦେ. ବି—(ସହଚର ଶବ୍ଦ) — [ଯଥା—ସେ ଘୋଡ଼ାରୁ ପଡ଼ି ହାତଗୋଡ଼ ଭାଙ୍ଗି କରି ଶୋଇଛି।]
  • ଦେ. ବି—(ସହଚର ଶବ୍ଦ) — କଥାର ଅନ୍ତ; ବା କଥାର ଠିକଣା; ଇୟତ୍ତା; କଥାର ଅର୍ଥବୋଧକତା — The head and tail of any speech; the meaning of any speech
  • ଦେ. ବି—(ସହଚର ଶବ୍ଦ) — (ଯଥା—ମୁଁ ତା କଥାର ହାତଗୋ଼ଡ଼ କିଛି ପାଇଲି ନାହିଁ।)
  • ଦେ. ବି—(ସହଚର ଶବ୍ଦ) — ଆଗ— ଗୋଡ଼ା; ମୂଳ ଓ ଶେଷ — Beginning and end