ହାତ ଗତ Hata gata

  • ଦେ. ବିଣ (ସଂ. ହସ୍ତଗତ) — ହସ୍ତଗତ; କରଗତ (ବ୍ଯକ୍ତି) — Brought under control; suborned
  • ଦେ. ବିଣ (ସଂ. ହସ୍ତଗତ) — ଆୟତ୍ତ — Under one's control
  • ଦେ. ବିଣ (ସଂ. ହସ୍ତଗତ) — ଅଧିକାରକୁ ଆନୀତ — Brought into one's possession