ହାତ ଗଣ୍ଠି ପଡ଼ିବା Hāta gaṇṭhi paṟḍ̠ibā

  • ଦେ. ବି — ବର ଓ କନ୍ୟାଙ୍କର ହସ୍ତଦ୍ୱୟ ବିବାହ— ବେଦୀରେ କୁଶ ଦ୍ୱାରା ବନ୍ଧା ହେବା— ବିବାହ କର୍ମ ସମ୍ପାଦିତ ହେବା — The performance of marriage by the tying of the marriage-knot