ହାତ କାଟିବା Hāta kāṭibā

  • ଦେ. କ୍ରି — ଛୁରୀ, ପନିକିଆଦିଦ୍ୱାରା ନିଜର ହାତକୁ କାଟି ପକାଇବା — To cut one's hand with a knife or other instrument
  • ଦେ. ବି — ଗୋଡ଼ଆଦି ମୋଡ଼ିବା ବା ଘଷିବା ବା ଦେହର କୌଣସି ସ୍ଥାନ ଚିପିବାବେଳେ ଘଷୁଥିବା ବ୍ଯକ୍ତିର ହାତର ପ୍ରୟୋଜନାତିରିକ୍ତ କର୍କଶତା ବା ବଳ ଘଷାହେଉଥିବା ବ୍ଯକ୍ତିଙ୍କୁ କଷ୍ଟ ଦେବା — Feeling of discomfort owing to the force of the hands of the person who does the massage
  • ଦେ. ବି — (ଯଥା—ଆସ୍ତେ ଆସ୍ତେ ମୋଡ଼୍, ତୋ ହାତ ବଡ଼ କାଟୁଛି।)