ହାତ ଏଡ଼ିବା Hāta eṟḍ̠ibā

  • ଦେ. କ୍ରି — କୌଣସି ବ୍ଯକ୍ତିର ଅଧିକାରରୁ ବା ଦାଉରୁ ନିଜକୁ ବଞ୍ଚାଇବା — To evade the hands or clutches of another
  • ଦେ. କ୍ରି — (ଯଥା—ଏ ଭୂମଣ୍ଡଳରେ ଯମ ହାତ ଏଡ଼ିବା କାହାର ଶକ୍ତ ନାହିଁ।)