ହାଣ୍ଡୁଆ Hāṇduā
- ପ୍ରାଦେ (ଗଡ଼ଜାତ ଓ ସିଂହଭୂମି) ବି — ବାଉଁଶ କରଡ଼ିରେ ପ୍ରସ୍ତୁତ ବ୍ୟଞ୍ଜନ ବିଶେଷ — A kind of curry prepared from tender shoots of bamboo
- ପ୍ରାଦେ (ଗଡ଼ଜାତ ଓ ସିଂହଭୂମି) ବି — [ଦ୍ର—ବାଉଁଶ କରଡ଼ି ଚୂନା ଚୂନା ହୋଇ କଟାଯାଇ ଗୋଟିଏ ମାଠିଆ ଭିତରେ ରଖାଯାଏ ଓ ତହିଁରେ ଦହି ଗୋଳା ହୁଏ। ଦହି ଗୋଳା ହୋଇଥିବା ଦ୍ରବ୍ୟକୁ କରଡ଼ି ଓ ତାହା ଶୁଖିଗଲେ ତାକୁ ହାଣ୍ଡୁଆ କହନ୍ତି; ଏହା ତରକାରୀ ପରି ରନ୍ଧା ହୁଏ।]