ହାଣ୍ଡିଶାଳ Hāṇdi ṡāḻa

  • ଦେ. ବି—(ସଂ ଭାଣ୍ଡ ଓ ଶାଳା) — ରାନ୍ଧଣା ଘର; ପାକଶାଳା; ରୁଷେଇ ଘର — Cookroom; kitchen
  • ଦେ. ବି—(ସଂ ଭାଣ୍ଡ ଓ ଶାଳା) — [ଉ—ପିତାଙ୍କୁ ଅନ୍ତଃପୁର; ମାଏ ହାଣ୍ଡିଶାଳ—ଦେଇ ଚାଷ ଦେଖିବ ଯେ ହେବ କୁଶଳ। କୃଷ୍ଣସିଂହ, ମହାଭାରତ, ଉଦ୍ଯୋଗ]