ହାଣ୍ଡିମଙ୍ଗଳନ Hāṇḍi maṅgaḻana

  • ଦେ. ବି — ବିବାହାଦିର ପୂର୍ବ ଦିନ ବା ମଙ୍ଗଳକୃତ୍ୟ ଦିନ ମଙ୍ଗଳ ପାକ ନିମନ୍ତେ ଖାଦ୍ୟ ରାନ୍ଧିବା ପାଇଁ ପାକଶାଳାରେ ନୂଆ ହାଣ୍ଡିରେ ସିନ୍ଦୂରଆଦି ଲଗାଇ ସ୍ତ୍ରୀ ଲୋକମାନଙ୍କର ହୁଳହୁଳି ପକାଇ ପାକ ଆରମ୍ଭ କରିବା ରୂପ ମଙ୍ଗଳକର୍ମ ସ୍ତ୍ରୀ—ଆଚାର ବିଶେଷ — The ceremony of setting up a new earthen pots (after smearing vermillion on them) for cooking meals for a marriage feast