ହାଣ୍ଡିଭିନ୍ନ Hāṇḍi bhinna

  • ଦେ.ବି — ଏକାନ୍ନବର୍ତ୍ତୀ ବ୍ଯକ୍ତିମାନଙ୍କ ପୃଥକାନ୍ନ ହେବା — Separaṭion in mess of members of a joint family
  • ଦେ.ବି — ସ୍ତ୍ରୀମାନଙ୍କର ଋତୁପ୍ରକାଶ; ହାଣ୍ଡି ବାହାରେ; (ଋତୁମତୀ ସ୍ତ୍ରୀମାନଙ୍କର ପାକଶାଳାରେ ପ୍ରବେଶ ନିଷିଦ୍ଧ ଥିବାରୁ) — Menstruation of a female
  • ବିଣ — ଋତୁମତୀ ହୋଇଥିବା (ସ୍ତ୍ରୀ) — [a woman] Menstruated; in her menses